୨ ମାସର ପୁତ୍ରକୁ ହତ୍ୟାକଲା ନାବାଳକ ପିତା

ନୂଆଦିଲ୍ଲୀ: ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରି ପୁଅକୁ ମାରି ଦେଲା ନାବାଳକ ସ୍ୱାମୀ। ଏମିତି ଏକ ଘଟଣା ଘଟିଛି ଦିଲ୍ଲୀର ମଙ୍ଗଲପୁରୀ ଅଞ୍ଚଳରେ। ଅଭିଯୁକ୍ତକୁ ମାତ୍ର ୧୭ ବର୍ଷ ହୋଇଥିବା ବେଳେ ସେ ତା’ର ଦୁଇ ମାସର ପୁଅକୁ ତଣ୍ଟି ଚିପି ମାରି ଦେଇଥିବା ଅଭିଯୋଗ ହୋଇଛି। ତା’ ସ୍ତ୍ରୀ ବି ନାବାଳିକା। ତାଙ୍କୁ ମାତ୍ର ୧୬ ବର୍ଷ ହୋଇଛି। ଅଭିଯୁକ୍ତର ତା’ ସ୍ତ୍ରୀ ଉପରେ ସନ୍ଦେହ ଥିଲା। … Continue reading ୨ ମାସର ପୁତ୍ରକୁ ହତ୍ୟାକଲା ନାବାଳକ ପିତା